#ବେସାହାରା_ଭାଇ_ଭଉଣୀ
ରାକେଶ ଓ ସସ୍ମିତା ଗୋଟିଏ ମା ପେଟର ଦୁଇ ଭାଇ ଭଉଣି । ଏମିତିବି ଦୁଃଖ ଆସେ ବାପା ଚାଲି ଗଲା ପରେ ଜନ୍ମ କଲା ମା ମଧ୍ୟ ଶେଷରେ ଚାଲିଗଲେ ଅସହାୟ ହୋଇ ପଡିଛନ୍ତି ଦୁଇ ଭାଇ ଭଉଣୀ ସାହାରା ବୋଲି କେହି ନାହାନ୍ତି । ଅମିତି ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ସଂଖାରିସାହି ଗ୍ରାମରେ। ଏହି ଅସହାୟ ଦୁଇ ଭାଇ ଭଉଣୀ ଙ୍କୁ ପିଇସା ପିଇସି ସାହା ।
#Jagatsinghpur #brother #sister #parentsloss #Odisha #ArgusNews