ବାସୁଦେବପୁର ଥାନା ସମିଆ ଛକ ନିକଟରେ ଗୋମାଂସ ଜବତ । ଗୋମାଂସ ନେଇ ଯାଉଥିବା ଅଟୋକୁ ଧରିଲେ ସ୍ଥାନୀୟ ଲୋକେ । ଅଟୋ ସହିତ ଜଣକୁ ଧରି ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ ।
#Bhadrak #beef #seized #Incident #investigating #Basudevpur #Odisha #ArgusNews