ଗାଁରୁ ସହର ସବୁଠି ହେବ ପକ୍କା ରାସ୍ତା । ଆଉ ସେଥିପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ କେତେକ ଜାଗାରେ କାମ ନକରି ବିଭାଗୀୟ ଅଧିକାରୀଙ୍କ ସହିତ ସଲା ସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଛି । ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ପଂଚାୟତର ।
#Bhadrak #Basudevpur #RoadProblem #PublicIssue #Roadwork #Corruption #ArgusNews