ବିଜେପିର ବ୍ଲକ ଘେରାଉ !
ବ୍ଲକରେ ହେଇଥିବା ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଆଜି ବିଜେପି ବ୍ଲକ ଘେରାଉ କରିଛି । ବିଭିନ୍ନ ପଂଚାୟତରେ ଶାସକ ଦଳର ପଂଚାୟତ ପ୍ରତିନିଧି ମାନେ ଅଯୋଗ୍ୟ ହେଇଥିଲେ ସୁଧା ଆବାସ ଯୋଜନାରେ ସାମିଲ ହେଇଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ଅଛନ୍ତି । ଏହାକୁ ପ୍ରତିବାଦ କରି ବିଜେପିର ଯୁବ ନେତା ଉଦୟ ନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସମର୍ଥକ ମାନେ ଘେରାଉରେ ସାମିଲ ହେଇଥିଲେ
#ArgusNews #Bhadrak #Basudevpur #BJP #Protest #AwasList #Odisha