#ଗାଁରେ_ନାହିଁ_ଅଙ୍ଗନୱାଡ଼ି_କି_ପ୍ରାଇମେରୀ_ସ୍କୁଲ
#ବର୍ଷା_ଦିନେ_ପିଲାଙ୍କ_ପାଠପଢା_ବନ୍ଦ
ଚାନ୍ଦବାଲି ବିକାଶର ବହୁ ଆଗରେ ରହିଛି ବୋଲି ଖୋଦ ବିଧାୟକ ବାବୁ ବାହାସ୍ପଟ ମାରୁଛନ୍ତି । ହେଲେ ଚାନ୍ଦବାଲି ବ୍ଲକ ଧୁର୍ବପଲ୍ଲୀପୁର ଗାଁ ଏବେ ପର୍ଯ୍ୟନ୍ତ ବିକାଶର ଆଲୋକ ସ୍ପର୍ଶ କରିନାହିଁ ।
#ArgusNews #Durgama #bhadrak #Chandabali #RoadProblem #PublicIssue #Odisha