#ଏସପି_କାର୍ଯ୍ୟାଳୟ_ଆଗରେ_ଅଗ୍ନିବିପନ୍ନଙ୍କ_ପରିବାର_ପକ୍ଷରୁ_ଧାରଣା !
ଗତ ଏପ୍ରିଲ ମାସ 14 ତାରିଖରେ ଅଗ୍ନିକାଣ୍ଡ ହୋଇଥିଲା । ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ଟାଉନ ପୋଲିସ ଗୋଟାଏ ପକ୍ଷେ ଅଗ୍ନିବିପନ୍ନ ପରିବାରର ଜଣକୁ ଟାଉନ ପୋଲିସ ଗିରଫ କରିବାରୁ ପରିବାର ପକ୍ଷରୁ ପ୍ରଥମେ ଟାଉନ ଥାନା ଓ ପରେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି
#Bhadrak #protest #firemishap #townpolice #ArgusNews #Odisha