ବେଆଇନ ପାର୍କିଂ ଯୋଗୁ ବୃଦ୍ଧି ପାଉଛି ଦୁର୍ଘଟଣା। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ହୋଟେଲ ଓ ଢାବା ମାଲିକଙ୍କ ବେଆଇନ ପାର୍କିଂ ବଢିବାରେ ଲାଗିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି।
#ArgusNews #Bhadrak #Illegalparking #RoadAccident #Odisha