ମକର ମେଳା ପାଇଁ ଉତ୍ସବ ମୁଖର ମା କ୍ଷେତ୍ରବାସୀଙ୍କ ପୀଠ । ଦୀର୍ଘ ୧୦୦ଵର୍ଷର ପରମ୍ପରା ରହିଛି ଏହି ପୀଠରେ । ଏହି ପୀଠରେ କାଳୀସୀ ଲାଗିବା ସହ କାଳୀସୀ ମାନଙ୍କ ନୃତ୍ୟ ଦେଖିବାକୁ ଛୁଟି ଆସନ୍ତି ଆଖପାଖର ହଜାର ହଜାର ଲୋକେ ।
#ArgusNews #Bhadrak #MakarFestival #devotees #Odisha