#ପୂରଣ_ହେବ_ଭଦ୍ରକବାସୀଙ୍କ_ସ୍ବପ୍ନ
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବ ଆଦାନୀ କମ୍ପାନୀ ।ପିପିପି ମୋଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ । ପ୍ରସ୍ତାବକୁ ଜିଲ୍ଲାବାସୀଙ୍କ ସ୍ବାଗତ ।
#ArgusNews #Bhadrak #medicalcollege #AdaniCompany #HealthDepartment #Odisha