ଗାଁକୁ ପଡିଛି ମାଟି ମହରମ୍ ରାସ୍ତା, ଏ ଯାଏଁ ମିଳିନି ପକ୍କା ସଡ଼କର ସୁବିଧା । ଏହା କୈଣସି ଉପାନ୍ତ ଅଞ୍ଚଳ ଗାଁର ଦୃଶ୍ୟ ନୁହେଁ, ଏହା ହେଉଛି ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ରାଆନଦି ପଞ୍ଚାୟତ ଅନ୍ତର୍ଗତ ଅବଦଲାପୁର ଗ୍ରାମକୁ ଯାଇଥିବା ରାସ୍ତା ।
#Roadproblem #Road #Bhadrak #Abadalapur #Odisha #ArgusNews