ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥା..!
ବିପଦପୁର୍ଣ ଭାବ ଚାଲିଛି ପାଠପଢ଼ା !
ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ । ପ୍ରାଥମିକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବେ । ସେଥିପାଇଁ ସରକାରଙ୍କ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ସରକାରଙ୍କ ଏହି ଯୋଜନା ସଠିକ ଭାବେ ପ୍ରଣୟନ ହୋଇପାରୁନାହିଁ । ଦୀର୍ଘ ବର୍ଷ ଧରି ଅତି ବିପଦଶଙ୍କୁଳ ଅବସ୍ଥାରେ ଭଙ୍ଗା ଛାତ ତଳେ ଆଗାମୀ ପିଢ଼ିଙ୍କ ଭବିଷ୍ୟତ ଗଢ଼ା ଯାଉଛି । ଭଦ୍ରକ ରୁ ଦେଖିବା ଏହି ରିପୋର୍ଟ
#ArgusNews #Bhadrak #SchoolBuilding #OdishaGovt #Odisha