ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ ସହ ଢେଲାମାଡ଼ । ଆଇନଶୃଙ୍ଖଳା ଦୃଷ୍ଟିରୁ ପୁରୁଣା ବଜାର ଥାନା ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ଆଜି ସନ୍ଧ୍ୟା 7ଟାରୁ କାଲି ସକାଳ 8ଟା ଯାଏଁ 144 ଧାରା ଜାରି କରିଛି ପ୍ରଶାସନ ।
#Bhadrak #bjd #Section144 #Odisha #ArgusNews