#ଭଦ୍ରକରେ_ଛାତ୍ରଙ୍କୁ_ରାଗିଂ_ଅଭିଯୋଗ
ଭୁବେନେଶ୍ବର ପରେ ଭଦ୍ରକରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂ କଥା ସହି ନପାରି ଆତ୍ମହତ୍ୟା ଊଦ୍ୟମ କଲେ ଛାତ୍ର । ବିଷ ପିଇ ଗୁରୁତର ଅଵସ୍ଥାରେ ଅବସ୍ଥାରେ ଭଦ୍ରକ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।
#Student #ragging #allegations #Bhadrak #Odisha #ArgusNews