#ଅନ୍ଧାର_ରାତିରେ_ଜୀବନ_ବିତାଉଛନ୍ତି
ନବରଙ୍ଗପୁର ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତର ଭାଲୁଘାଟି ଗାଁ । ସଦର ବ୍ଲକଠାରୁ ୪୦କିଲୋମିଟର ଦୂରରେ ଥିବା ଏହି ଗାଁରେ ରହୁଛନ୍ତି ୩୦ରୁ ଅଧିକ ଆଦିବାସୀ ପରିବାର। ଗାଁରେ ଏପର୍ଯ୍ୟନ୍ତ ଲୋକ ବିଜୁଳି କଣ ଦେଖି ନାହାନ୍ତି ।
#Nabarangapur #Jharigon #Bhalughati #PeoplesProblem #Odisha #ArgusNews