କ୍ଷମା କରିବ ବାବା, ମୋ ସହ ନାରାୟଣ ଗୌଡ ଯାହା କରିଛି ମୁଁ ଆଉ କେଉଁ ମୁହଁ ନେଇ ବଞ୍ଚିବି...
ଦିନେ ଘରଛାଡି କାନ୍ଦବୋବାଳି ଭିତରେ ବିଦା ହୋଇଥାନ୍ତା । କାହା କାନ୍ଧରେ ସବାରୀରେ ବୁହା ହୋଇ ଶାଶୂଘର ଯାଇଥାନ୍ତା । ଯିବା ବେଳେ ବାପା ମା,ବନ୍ଧୁ ବାନ୍ଧବ ଦଉଡିଯାଉଥାନ୍ତେ । ଝିଅକୁ ଭିଡି ଧରୁଥାନ୍ତେ, ହେଲେ ଆଜି ବି ସେ କାନ୍ଦ ବୋବାଳି ଭିତରେ ବିଦା ହୋଇଛନ୍ତି
#Ganjam #Bhanjanagar #Girl #Odisha #ArgusNews