ପୌର ପରିଷଦ ନିର୍ବାଚନ ପାଇଁ ଭଞ୍ଜନଗର ଏକପ୍ରକାର ଚଳ ଚଞ୍ଚଳ ଲାଗିରହିଥିବା ବେଳେ ବକେୟା ଅର୍ଥକୁ କେନ୍ଦ୍ରକରି ବିଦ୍ୟୁତ ବିଭାଗ ଓ ଏନଏସି ମଧ୍ୟରେ ଟଣାଓଟରା । ୪୦ ହାଜାର ଟଙ୍କା ବକେୟା ପାଇଁ ଏନ ଏସି ର ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରର ବିଦ୍ୟୁତ କାଟି ଦେବା ଫଳରେ ଦୁଇ ବିଭାଗ ମଧ୍ୟରେ ଆରମ୍ଭ ହୋଇଯାଛି ଶୀତଳ ଯୁଦ୍ଧ ।
#Ganjam #Bhanjanagar #MunicipalElections #powerdepartment #ElectricityDepartment #ArgusNews