ବର୍ଷା ଭିଜା ଭସାଣି
ଧରାପୃଷ୍ଠରୁ ବିଦାୟ ନେଲେ ମାଆ ଦୁର୍ଗା
୨ ବର୍ଷ ପରେ ଜାକଜମକରେ ହେଲା ଭସାଣ ଉତ୍ସବ । କୋଭିଡ କଟକଣା ହଟିଥିବାରୁ ବାଜା, ରୋସଣିରେ ଦୁଲୁକିଲା ରାସ୍ତା । ବର୍ଷାରେ ଭିଜି ଭିଜି ମାଆଙ୍କୁ ମେଲାଣି ଦେଲେ ଭକ୍ତ ଓ ଶ୍ରଦ୍ଧାଳୁ ।
#Durgapuja2022 #bhasanijatra #maadurga #Odisha #ArgusNews