#ଟଙ୍କା_ଡବଲ_କରିବା_ନାଁରେ_ଚଳୁ
ବିଧାନସଭାକୁ ଧସେଇ ପଶିବା ସମୟରେ ଜଣେ ମହିଳାଙ୍କ ବାଟ ଓଗାଳିଲା ପୋଲିସ। ପ୍ରତିମା ମିଶ୍ର ଜମି ବାଡ଼ି ଘର ବିକି ବ୍ୟାଙ୍କରେ 12 ଲକ୍ଷ ଟଙ୍କା ରଖିଥିଲେ । ଟଙ୍କାକୁ ଡବଲ କରିବା କଥା କହି ଦଲାଲ ଚିଟ ଫଣ୍ଡ ନାଁରେ ଚଳୁ କରିଦେଲେ ।
#ArgusNews #Bhubaneswar #LadyIssue #Assembly #Odisha