#ଆସନ୍ତା_୨୫_ତାରିଖରେ_ଭୁବନେଶ୍ୱର_ବାର_ଆସୋସିଏସନ_ନିର୍ବାଚନ
ଓକିଲ ମାନଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହ ସେମାନଙ୍କର ଉନ୍ନତି କରିବା ଲକ୍ଷ୍ୟ ନେଇ ପୁଣି ଥରେ ସମ୍ପାଦକ ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଭୁବନେଶ୍ଵର ବାର୍ ଆସସିଏସନ୍ ର ପୂର୍ବତନ ସମ୍ପାଦକ ତାପସ ରଂଜନ ଦାସ ।ଆସନ୍ତା ସୋମବାର ଦିନ ନାମାଙ୍କନ ଦାଖଲର ଶେଷ ଦିନ ।
#ArgusNews #Bhubaneswar #BarAssociation #election #nomination #Odisha