#ଦୀପତ_ଅନ୍ଧାର
ଗୋଟିଏ ଶେଯରେ ଦିବ୍ୟାଙ୍ଗ ପୁଅ ଓ ରୋଗିଣା ସ୍ତ୍ରୀ। ରହିବାକୁ ଛାତ ଘର ଖଣ୍ଡିଏ ନାହିଁ। ଆବାସ ଯୋଜନା ବାଟବଣା । ନାଁ ମିଳିଛି ବିଜୁ ପକ୍କା ଘର ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି। ଘର ଖଣ୍ଡିଏ ପାଇଁ ବାର ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି ଧରଣିଧର ବେହେରା।
#ArgusNews #Bhubaneswar #Bhingarpur #awasyojana #Helpless #Corruption #Odisha