ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରୀଣୀ ବୈଠକ। କାର୍ଯ୍ୟକାରିଣୀ ପୂର୍ବରୁ ବସିଛି କୋର କମିଟି ବୈଠକ। ଯୋଗ ଦେଇଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଡି ପୁରନ୍ଦେଶ୍ବରୀଙ୍କ ସହ କୋର କମିଟିର ସମସ୍ତ ସଦସ୍ୟ।
#ArgusNews #Bhubaneswar #BJPMeeting #PradipPurohit #Odisha