ରାଜଧାନୀରୁ କୋକେନ୍ ମିଳିବା ଘଟଣା । ରିମାଣ୍ଡରେ ଅଭିଯୁକ୍ତଙ୍କ ଆସିଲା ବିଦେଶ ଲିଙ୍କ । ମୋବାଇଲ ଖୋଲିଲା ଅନେକ ସିକ୍ରେଟ । ୬ଟି ବିଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ପଛରେ ରହିଛି ବଡ଼ ନେଟୱାର୍କ ।
#Bhubaneswar #cocainefound #foreignerLink #intervention #Accused #ArgusNews