#ଭୁବନେଶ୍ବର_ଏମ୍ସରେ_ପାଳିତ_ହୋଇଛି_ମେଦବହୁଳତା_ସଚେତନତା_ଦିବସ
ଦେଶର ୫ ପ୍ରତିଶତ ଲୋକଙ୍କୁ ଏବେ ଘାରିଲାଣି ମେଦବହୁଳତା । ଅଧିକ ଖାଦ୍ୟ ଗ୍ରହଣ, ଶାରୀରିକ ପରିଶ୍ରମି ପ୍ରତି ବିମୁଖତା ମେଦବହୁଳତା ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ଡାକ୍ତର ।
#ArgusNews #Bhubaneswar #weightgain #weightloss #bodyfat #doctors #consult #Odisha