#ପାଣି_ଭିତରେ_ଡ୍ୟାନ୍ସର_ମଜା
ଓଡ଼ିଶାରେ ପ୍ରଥମ କରି ଆରମ୍ଭ ହେଲା ଆକ୍ବା ଜୁମ୍ବା । ଯେଉଁଥିରେ ପାଣି ଭିତରେ ରହି ଆପଣ ବ୍ୟାୟାମ କରିପାରିବେ । ଏଥିରେ ସାଧାରଣ ବ୍ୟାୟାମ ଠାରୁ ଅଧିକ ଲାଭ ମିଳିବ । ଏହାକୁ ଖୁସିର ସହିତ ଉପଭୋଗ କରିବା ସହିତ ନିଜକୁ ସୁସ୍ଥ ମଧ୍ୟ ରଖି ପାରିବେ ।
#Bhubaneswar #fitnessworld #Fitnesslover #poolwater #Dance #exercise #aquazumba #ArgusNews