ଭୁବନେଶ୍ବର ସିଜୁଆରେ ଫ୍ଲାଟ ଦେବାକୁ କହି ୧ କୋଟି ୭୨ ଲକ୍ଷ ଠକେଇ । ଠକେଇ ଅଭିଯୋଗରେ ବାସେରା ଡିଜାଇନ ପ୍ରାଇଭେଟ ଲିମିଟେଡ଼ ଏମଡି ମନୋଜ ପଟ୍ଟନାୟକ ଗିରଫ । ଠକେଇ ନେଇ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ଜ୍ୟୋତି ପଣ୍ଡା ।
#ArgusNews #Bhubaneswar #fraud #Flat #arrested #Odisha