#ବିଦେଶୀ_ଖେଳାଳିଙ୍କୁ_ମନ_ମୋହୁଛି_ଓଡିଆ_କ୍ୟୁଜିନ
#ଓଡ଼ିଆ_ଦେଶୀ_ଖାଦ୍ୟର_ମଜା_ନେଉଛନ୍ତି_ବିଦେଶୀ_ଖେଳାଳି
ରାଜଧାନୀର ବିଭିନ୍ନ ହୋଟେଲରେ ରହୁଛନ୍ତି ବିଦେଶୀ ଖେଳାଳି । ଖେଳାଳିଙ୍କ ସୁରକ୍ଷା ସହ ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିମ୍ ଗୁଡ଼ିକର ନିଜସ୍ବ ଡାଏଟ୍ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପ୍ରସ୍ତୁତ ହେଉଛି ଖାଦ୍ୟ । ତେବେ ସମସ୍ତଙ୍କ ମନ ଜିଣୁଛି ଓଡିଆ ଖାଦ୍ୟ ।
#ArgusNews #Bhubaneswar #HockeyWorldCup2023 #food #players #Odisha