#ବିପଦରେ_ଶିମିଳିପାଳ
ଗ୍ରୀଷ୍ମ ଆଗମନ ପୂର୍ବରୁ ଓଡ଼ିଶା ଜଙ୍ଗଲକୁ ଗ୍ରାସିଛି ଅନଳ। ଶିମିଳିପାଳରୁ କୋରାପୁଟ, ସବୁଠି ଜଙ୍ଗଲ ନିଆଁ ଲେଲୀହାନ ହୋଇଥିବା ବେଳେ ନିଆଁ ଲିଭାଇ ଲିଭାଇ ନାକେଦମ୍ ବନ ବିଭାଗ ତ ଥକିଲାଣି ଅଗ୍ନିଶମ ବାହିନୀ । ତେଣୁ ବେଳ ଥାଉଥାଉ ବନ୍ଧ ନବାନ୍ଧିଲେ ସବୁ ହୋଇଯିବ ସ୍ବାହା ।
#ArgusNews #Bhubaneswar #jungle #ForestFire #ForestDepartment #Odisha