#ଅବହେଳିତ_ଅପରିଷ୍କାର_ଅବ୍ୟବସ୍ଥିତ
#ପର୍ଯ୍ୟଟନକୁ_ଓଡ଼ିଶାରେ_ଅସମ୍ମାନ
#ଅବହେଳିତ_ଅବସ୍ଥାରେ_ଖଣ୍ଡଗିରିର_ପବିତ୍ର_ପଞ୍ଚକୁଣ୍ଡ
ମନ୍ଦିର ମାଳିନୀ ସହର ରାଜଧାନୀ ଭୁବନେଶ୍ବର । ଏଠାକାର ମାଟିର ପ୍ରତ୍ୟେକ କଣାରେ ଦେଖିବାକୁ ମିଳେ ଐତିହ୍ୟ ଓ ପରମ୍ପରାର ଛାପ । କିନ୍ତୁ ସେହି ଐତିହ୍ୟ ଆଜି ଲୋପ ପାଇବାରେ ଲାଗିଛି । ଅବହେଳିତ ଅବସ୍ଥାରେ ଖଣ୍ଡଗିରିର ପବିତ୍ର ପଞ୍ଚକୁଣ୍ଡ । ଆସୁଛି ମାଘ ସପ୍ତମୀ, ଦୂର ହେଉନି ସମସ୍ୟା ।
#ArgusNews #Bhubaneswar #KhandagiriCaves #panchakunda #historic #OdishaGovt #development