ରାଜଧାନୀରେ ଚାଞ୍ଚଲ୍ୟ । ୧୪ ମାସର ଶିଶୁ କନ୍ୟାକୁ ହତ୍ୟା କରି ଆତ୍ମହତ୍ୟା କଲେ ମା ଓ ବାପା । ସମ୍ପତ୍ତି ଓ ପାରିବାରିକ କଳହର କରୁଣ ପରିଣତି । ଲାକ୍ଷ୍ମୀସାଗର ଚିନ୍ତାମଣିଶ୍ଵର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଲା ଲକ୍ଷ୍ମୀସାଗର ଥାନା ପୋଲିସ ।
#Bhubaneswar #LakshmiSagar #familydisputes #EndOflife #Police #investigate #ArgusNews