ସ୍ୱାମୀ ସହ ବଡ ଯା ର ସମ୍ପର୍କ ଦେଖିଦେଲେ ବୋଲି ମାଡ ମାରୁଛନ୍ତି ଶାଶୂ ଘର ଲୋକ । ଏପରିକି ଗତକାଲି ଠାରୁ ସମ୍ପୃକ୍ତ ମହିଳା ଓ ଦୁଇ ଛୁଆଙ୍କୁ ଶାଶୁ ଘର ଲୋକ ଘରେ ପୁରାଉ ନ ଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଦେଖିବାକୁ ମିଳିଛି ଏପରି ଘଟଣା
#Bhubaneswar #LoveAffairs #domesticviolence #ArgusNews #Odisha