ଭୁବନେଶ୍ବର କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶା ମାଫିଆ ବିଜୟ ମାଣିଆ ଚମ୍ପଟ ମାରିଛି । ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇବା ପରେ କୋର୍ଟରୁ ଜେଲ୍ ନେବା ବାଟରେ ବିଜୟ ପୋଲିସ ହାତରୁ ଖସିଯାଇଥିବା ସୂଚନା ମିଳିଛି ।
#Police #Mafia #court #Jail #Bhubaneswar #Odisha #ArgusNews