ଅନେକ ସ୍ଥାନରେ କୋଭିଡ ସଂକ୍ରମଣ ଧୀରେ ଧୀରେ ବଢିବାକୁ ଲାଗିଥିବାର ଖବର ଶୁଣିବାକୁ ମିଳୁଛି । ମାତ୍ର ଭୁବନେଶ୍ୱରରେ କିପରି ସଂକ୍ରମଣ ବ୍ୟାପକ ନହୁଏ ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ
#Bhubaneswar #Mayor #SulochanaDas #Covid19 #ArgusNews