ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକକୁ ଗିରଫ କରିଛି ପୋଲିସ। ସାଂଘାତିକ କଥା ହେଲା, ଗଣଦୁଷ୍କର୍ମ ପରେ ପରିବାରକୁ ଅର୍ଥଲୋଭ ଦେଖାଇ ମାମଲା ରଥାଦଫା କରିବାକୁ ଉଦ୍ୟମ ହୋଇଥିଲା।
#ArgusNews #Bhubaneswar #Minorgirl #MolestationCase #PatiaRailwayStation #accused #arrested #Odisha