#ନିଶା_କାରବାରକୁ_ନେଇ_ପୁଣି_ଗଡ଼ିଲା_ମୁଣ୍ଡ
କ୍ରାଇମ ରୋକିବା ପାଇଁ ପୋଲିସ ବସ୍ତି ଚାଲ ଅଭିଯାନର ନାରା ଦେଉଛି । କିନ୍ତୁ ସମାନ ଢଙ୍ଗରେ ଆଜି ପୁଣି ଥରେ ରାଜଧାନୀରେ ଗଡ଼ିଲା ମୁଣ୍ଡ । ଯଦି ବସ୍ତି ଚାଲ ଅଭିଯାନ ପୋଲିସର ଠିକ୍ ଭାବରେ କାମ କରୁଥିଲା ତାହେଲେ ବସ୍ତିରେ ଖୁଲମ ଖୁଲା ବ୍ରାଉନସୁଗର ବେପାର ଏବଂ ଖୁଲମ ଖୁଲା ଅପରାଧିମାନେ ବୁଲୁଛନ୍ତି ଏକଥା ପୋଲିସ କେମିତି ଜାଣିପାରୁନଥିଲା । ଯାହାର ଆଜି କରୁଣ ପରିଣତି ଦେଖିବାକୁ ମିଳିଛି ।
#MurderCase #incident #youngman #beaten #DrugCase #investigation #Odisha #ArgusNews