#ରାଜଧାନୀରେ_ଗଡ଼ିଲା_ମୁଣ୍ଡ
ଭୁବନେଶ୍ବରରେ ନିଶା ପାଇଁ ଗଡିଲା ଗୋଟିଏ ପରେ ଗୋଟିଏ ମୁଣ୍ଡ। ଖୁଲମ ଖୁଲା ଚାଲିଛି ବ୍ରାଉନ ସୁଗାରର କଳା କରବାର । ବ୍ରାଉନସୁଗାର ଉପରେ ରୋକ ଲଗେଇବା ପାଇଁ ଓଡିଶା ପୋଲିସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ତାହା ରାଜ୍ୟରେ କେତେ ସଫଳ ଦେଖନ୍ତୁ ଏହି ଭିଡିଓ ।
#capital #Illegal #MurderCase #Bhubaneswar #Odisha #ArgusNews