ଲକ୍ଷେ ଟଙ୍କାର ଚାକିରୀ ଛାଡି ଜୈବିକ କୃଷି ମାଧ୍ୟମରେ ଆତ୍ମନିର୍ଭର ସିଦ୍ଧାର୍ଥ ଶଙ୍କର ରାଉତ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଦେଇଛନ୍ତି ନୂଆ ସାହାରା । ଜୈବିକ କୃଷି ମାଧ୍ୟମରେ ସମାଜରେ ପରିବର୍ତନ ଆଣିବାକୁ କରୁଛନ୍ତି ପ୍ରୟାସ ।
#Bhubaneswar #organicfarming #SiddarthShakarrout #selfsufficient #Odisha #ArgusNews