#ମାଗଣା_ପେଟ୍ରୋଲ_ପାଇଁ_ବୁଲିଲା_ଖଣ୍ଡା
ରାଜଧାନୀରେ ଆତଙ୍କ ଖେଳାଇଲେ ଦୁର୍ବୁର୍ତ୍ତ। କଳ୍ପନା ଛକ ପେଟ୍ରୋଲ ପମ୍ପରେ ୩ ଦୁର୍ବୁର୍ତ୍ତ ଙ୍କ ହଙ୍ଗାମ॥ ଟଙ୍କା ମାଗିବାରୁ ବୁଲାଇଲେ ଖଣ୍ଡା ଓ ଫାର୍ସା। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ୩ ଦୁର୍ବୁର୍ତ୍ତ ଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ସାଧାରଣ ଲୋକେ....।
#ArgusNews #Bhubaneswar #petrolpump #attack #freepetrol #KalpanaSquare #Odisha