+ ୨ ପରୀକ୍ଷା ଅଫ ଲାଇନ ହେବା ନେଇ ଘୋଷଣା କରାଯିବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର ଛାତ୍ରୀ। ସିଲାବସ କମ କରାଯାଉ କିମ୍ବା କେବଳ କ୍ବାର୍ଟର୍ଲି ପରୀକ୍ଷା ଅନୁସାରେ ବୋର୍ଡ ପରୀକ୍ଷାର ମାର୍କ ମୂଲ୍ୟାଙ୍କନ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ।
#Bhubaneswar #PlusTwoExam #StudentProtest #Education #ArgusNews