କମ୍ପୁଛି ଗାନ୍ଧୀମାର୍ଗ,ଗର୍ଜୁଛନ୍ତି ଆନ୍ଦୋଳନକାରୀ !
ଧାରଣା ଏବଂ ବିକ୍ଷୋଭ ପାଇଁ ଗାନ୍ଧୀମାର୍ଗ ରେ ଭିଡ଼ । ଅଧିକାର ଏବଂ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସଂଗଠନ ଏବଂ ମହାସଂଘର ହଜାର ହଜାର କର୍ମୀ ବିଧାନସଭା ସଭା ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି । ଖରା କାକର କୁ ବେଖାତିର କରି ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ
#ArgusNews #Bhubaneswar #Protest #Assembly #Odisha