ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଆଉଟରିଚ ଆନ୍ତର୍ଜାତୀୟ ରେଡ଼ିଓ ମେଳା ଉଜାପିତ । ୧୩ତାରିଖ ବିଶ୍ୱ ରେଡ଼ିଓ ଦିବସ କୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ପକ୍ଷରୁ ପ୍ରତିବର୍ଷ ଏଭଳି ଆୟୋଜନ କରାଯାଇ ଆସୁଛି।
#ArgusNews #Bhubaneswar #radiofair #BhanjakalaMandap #WorldRadioDay #Odisha