କାହା ସ୍ବାର୍ଥରେ ନିଶା ନିବାରଣ କେନ୍ଦ୍ର ?
ଡାକ୍ତରଖାନାରେ ଜୀବନ ହାରିଲେ ସର୍ବେଶ୍ଵର ବେହେରା। ଗୁରୁତର ଥିବାରୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ ସର୍ବେଶ୍ଵର । ମଞ୍ଚେଶ୍ୱର ଥାନା ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ଘଟିଥିଲା ଘଟଣା । ଏହି ଘଟଣାରେ ଗତ କାଲି ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ପରିବାର ଲୋକେ
#ArgusNews #Bhubaneswar #AddictionPreventionCenter #SaikrupaCenter #Odisha