#ଶାନ୍ତାଳ_ଶବର_ଏକ_ହୁଅ_ସୁବିଧାବାଦିଙ୍କୁ_ଜବାବ_ଦିଅ
ରାଜଧାନୀରେ ଅନୁସୂଚିତ ଜନଜାତିଙ୍କ ବିଶାଳ ମେଳି । ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ସମାବେଶ । ଧର୍ମାନ୍ତରିକରଣ କରୁଥିବା ଜନଜାତିଙ୍କୁ ସଂରକ୍ଷଣ ସୁବିଧା ତାଲିକାରୁ ବାଦ ଦେବାକୁ ଦାବି ।
#Bhubaneswar #ScheduledTribes #protest #Odisha #ArgusNews