ଅନୁସୂଚିତ ଜନଜାତିର ଲୋକମାନେ ଧର୍ମାନ୍ତରିକରଣ କରିବା ପରେ ମଧ୍ୟ ସଂରକ୍ଷଣ ସୁବିଧା ପାଉଛନ୍ତି। ଯାହାକୁ ବିରୋଧ କରିଛି ଅନୁସୂଚିତ ଜନଜାତି। ଜନଜାତିଙ୍କ ପାଇଁ ଥିବା ସଂରକ୍ଷଣ ସୁବିଧାରୁ ସେମାନଙ୍କୁ ବାଦ ଦିଆଯାଉ ବୋଲି ଦାବି ହୋଇଛି। ଧର୍ମାନ୍ତିକରଣ କରୁଥିବା ଜନଜାତିଙ୍କୁ ଅଲଗା କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଜନତା ମଇଦାନରେ ସମାବେଶେ ଚାଲିଛି ।
#Bhubaneswar #ScheduledTribes #protest #Odisha #ArgusNews