ରାଜଧାନୀ ରେ ଆରମ୍ଭ ହେବାକୁ ଯାଉଛି ଷ୍ଟାମ୍ପ ପ୍ରୋଗ୍ରାମ । ରାଜଧାନୀ କାନ୍ଥରେ ରଙ୍ଗବେରଙ୍ଗ ତୁଳୀରେ ଅଙ୍କା ଯିବ ଓଡ଼ିଶାର ଐତିହାସିକ ଚିତ୍ରକଳା ସହ ଓଡ଼ିଶାର ସଂସ୍କୃତି, ଓଡ଼ିଶାର କଳା, ଦର୍ଶନୀୟ ସ୍ଥାନ ସାଙ୍ଗକୁ ପର୍ବ ପର୍ବାଣୀର ଗାଥା ବହନ କରିବ ରାଜଧାନୀ ରାଜରାସ୍ତାରେ ଥିବା କାନ୍ଥ ।
#ArgusNews #Bhubaneswar #BMCMayor #stampprogram #SulochanaDas #Odisha