#ରାସ୍ତାରୁ_ହଟିବେ_କି_ବୁଲା_କୁକୁର !
ହ୍ରାଇଦ୍ରାବାଦ ଘଟଣା ପରେ ଭାଙ୍ଗିଲା ପଶୁ ସମ୍ପଦ ମନ୍ତ୍ରୀଙ୍କ ନିଦ... ରାସ୍ତାରୁ ବୁଲା କୁକୁର ହଟାଇବାକୁ ନିର୍ଦ୍ଦେଶ ପରେ ବଢ଼ିଲା ବିଏମସି ଅଧିକାରୀଙ୍କ ଚିନ୍ତା... ବନ୍ଧ୍ୟାକରଣରେ ଆଣ୍ଠେଇ ଥିବା ବିଏମସି କେମିତି କରିବ ରାସ୍ତାରୁ କୁକୁର ସଫା
#ArgusNews #Bhubaneswar #StreetDog #BMC #Odisha