ତୃତୀୟ ଦିନରେ ପହଁଚିଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଧାରଣା ଓ ବିକ୍ଷୋଭ। ତଥାପି ଭାଙ୍ଗୁନାହିଁ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ। ହକ୍ ଆଉ ଅଧିକାର ଦାବିରେ ୩ଦିନ ହେବ ଖରା ବର୍ଷାକୁ ଖାତିର ନକରି ଧାରଣାରେ ବସିଥିଲେ ବି ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି ଶୁଣୁନି ପ୍ରଶାସନ।
#ArgusNews #Strike #Allegation #Bhubaneswar #Odisha