#ଆକାଶରୁ_ଖସୁଛି_ଅଗ୍ନି_ବର୍ଷା
ରାଜଧାନୀ ଭୁବନେଶ୍ବରରେ ପ୍ରବଳ ତାତି । ଆଜି ଦିନ ୧୧ଟା୩୦ ସୁଦ୍ଧା ସବୁଠୁ ଉତପ୍ତ ସହର ରାଜଧାନୀ ଭୁବନେଶ୍ବର ଓ କଟକ । ଆଗାମୀ ସପ୍ତାହେ ନାହିଁ ତ୍ରାହି। ଦୁଇ ସହରରେ ୪୦ଡିଗ୍ରୀ ଟପିବ ତାପମାତ୍ରା । ଟୁଇନସିଟିରେ ତାପମାତ୍ରା ୩୭.୨ ଡିଗ୍ରୀ ଲେଖାଏଁ ଥିବା ବେଳେ, ଚାନ୍ଦବାଲିରେ ୩୭, ବାଲେଶ୍ୱର ଓ ସମ୍ବଲପୁରରେ ୩୬ ଡ଼ିଗ୍ରୀ ରିକର୍ଡ ହୋଇଛି ।
#ArgusNews #Bhubaneswar #summerseason #tempreture #cuttack #balasore #sambalpur #Odisha