ସ୍ମାର୍ଟ ସିଟିରେ ବର୍ଷା ହେଲେ ବଢୁଛି ରାସ୍ତା ସମସ୍ୟା । ଲୋକଙ୍କ ପାଇଁ କାଳ ସାଜିଛି ଟଙ୍କପାଣି ରୋଡର ଖଣ୍ଡିଆ ରାସ୍ତା । ଅସରାଏ ବର୍ଷାରେ ରାସ୍ତାରେ ଲହରୀ ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ବର୍ଷ ତମାମ ସମସ୍ୟା ଲାଗି ରହିଥିଲେବି ଚୁପ ପ୍ରଶାସନ ।
#Bhubaneswar #tankapaniroad #Publicissue #RoadProblem #Heavyrains #waterlogging #Odisha #ArgusNews