ଭୁବନେଶ୍ବରରେ ଫେବୃଆରୀ ମାସରେ ସର୍ବୋଚ୍ଚ ତାପମାତ୍ରା। 37.6 ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହରରେ ପରିଣତ। ଏଥର ତତଲା କଡ଼େଇରେ ସିଝିବେ ରାଜଧାନୀବାସୀ। ଫେବୃଆରୀରେ ସର୍ବୋଚ୍ଚ ତାପମାତ୍ରା ଛୁଇଁବ ଭୁବନେଶ୍ବର। ୩୭ ଡିଗ୍ରୀ ଟପିବ ତାପମାତ୍ରା।
#ArgusNews #Bhubaneswar #temperature #weather #Odisha