#ଆଜି_ମାଘମାସ_ଶୁକ୍ଳପକ୍ଷ_ପଞ୍ଚମୀ_ତିଥି
ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜାର ଦିନ। ବିଦ୍ୟାଦାତ୍ରୀଙ୍କ ଆଶିଷ ପାଇଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ସେହିପରି ବିଭିନ୍ନ କ୍ଲବ ମାନଙ୍କରେ ମଧ୍ୟ ସରସ୍ବତୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।
#ArgusNews #Bhubaneswar #Unit3 #SaraswatiPuja #worship #School #college #Office #odisha